ଦୁର୍ନୀତିଗ୍ରସ୍ତ ଲୋକମାନେ ବିମୁଦ୍ରୀକରଣ କିପରି ପ୍ରଭାବିତ ହେଲେ ତାହା ବର୍ଣନା କରଯାଇଛି | ସେ ବନ୍ଚିଛି!କେଜାଣି! ଭୁଲି ଗଲାଣି ସେ କେମିତି ବନ୍ଚନ୍ତି! କାହାକୁ ବା ପଚାରିବ! ଯଦି ଦୁଇ ବଖତ ଖାଇ ଦୁଇ ମୁନ୍ଦା ପିଇ ପଡି ରହିବାଟା ବଂଚିବା ତା ହେଲେ ହଁ! କୋଣାର୍କର ଭଗ୍ନ ମୁଖଶାଳା ପରି ସବୁ ଘଟଣା ଦୁର୍ଘଟଣା ଅନ୍ୟାୟ ଶୋଷଣ ଓ ଚକ୍ରାନ୍ତର ମୁକ ସାକ୍ଷୀ ହେବା ଯଦି ବଂଚିବା ମଣିଷ ବାପା ସିପୁନ ମଶାରୀ ହଁ ପିଲବେଳର ସ୍ମୁତି ଭିତରେ କେବେ କେବେ ଛନକା ଟିଏ ବି ଥଏ!ହଁ ଛନକା.... ସମସ୍ତ ରାଜା ହାରିଯାଇ ବସିବା ପରେ କିଏ ଲାଖ ବିନ୍ଧିବ ତାହା ହିଁ ପ୍ରଶ୍ନ ଥିଲା ସେଦିନ ଅମାବାସ୍ୟା ଥିଲା ଆକାଶକୁ ଜହ୍ନ ଆସିବାର ନଥିଲା ‌ହେଲେ ମୋ ପ୍ରିୟତମା ଆସିବାର ଥିଲା।

Odia ତାହା ହେଲେ ହଁ! Stories